ଆଜିର ରାଶିଫଳ

23

ରାଶିଫଳ ମାର୍ଚ୍ଚ ୧୯ ,୨୦୨୨ : ଏହି ରାଶିର ଲୋକମାନେ ଶନିବାର ଦିନ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ
ଶନିବାର ଦିନ, ସିଂହ ରାଶି ର ଥିବା ବ୍ୟକ୍ତିମାନେ ଦୀର୍ଘ ଯାତ୍ରା ଠାରୁ ଦୂରେଇ ରୁହନ୍ତୁ I ତୁଳା ରାଶି ଥିବା ବ୍ୟକ୍ତିମାନେ ସବୁଆଡୁ ସଫଳତା ପାଇବେ

ମେଷ: ଭାଗ୍ୟ ଉଜ୍ଜ୍ୱଳ ହେବ I କାର୍ଯ୍ୟରେ ସଫଳତା ପାଇବେ I ବିଦେଶୀ ସମ୍ପର୍କ ଥିବା ବ୍ୟକ୍ତିମାନେ ଆର୍ଥିକ ଲାଭ ପାଇବେ I ଭ୍ରମଣ ଯୋଗ ରହିଛି I ପରିବାରରେ ଖୁସି ର ବାତାବରଣ ରହିବ I

ବୃଷ: ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେବ I ଏଣୁ ତେଣୁ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳ ପାଇବେ।

ମିଥୁନ: ବାଣିଜ୍ୟରେ ଆର୍ଥିକ ଲାଭ ହେବ I ପାରିବାରିକ ଜୀବନ ଆନନ୍ଦଦାୟକ ଅନୁଭୂତି ହେବ I ଆତ୍ମବିଶ୍ୱାସ ଏବଂ ଶକ୍ତିରେ ପରିପୂର୍ଣ୍ଣ ହେବେ I ଦିନଟି ସୁଖରେ ବିତିବ I

କର୍କଟ: କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ରହିବ I ନୂତନ କାର୍ଯ୍ୟରେ ପାଦ ଦେବେ I ବନ୍ଧୁ ସହଯୋଗ ମିଳିବ Iବ୍ୟବସାୟୀମାନଙ୍କ ପାଇଁ ଦିନଟି ନିରାଶାଜନକ ହୋଇପାରେ I ନିଯୁକ୍ତ ଲୋକଙ୍କ ପାଇଁ ଶନିବାର ଏକ ଆରାମଦାୟକ ଦିନ ହେବ I

ସିଂହ : ଶାରୀରିକ ଅସୁସ୍ଥତା ଦେଖାଦେବ I ପାରିବାରିକ ଜୀବନ ସୁଖମୟ ହେବ I ବନ୍ଧୁ ଆଗମନ ହେବ I ସୁଖାଦ୍ୟ ଭୋଜନ କରିବେ I

କନ୍ୟା : ଲୋକ ସମ୍ପର୍କ ଉତ୍ତମ ହେବ I ଯେ କୌଣସି ନୂତନ ଉଦ୍ୟମ ପାଇଁ ଏହା ଏକ ଭଲ ସମୟ I ବ୍ୟବସାୟରେ ଆପଣ ଅଧିକାଂଶ ଉଦ୍ୟୋଗକୁ ସଫଳତାର ସହିତ ପରିଚାଳନା କରିବାକୁ ସମର୍ଥ ହେବେ I ଆର୍ଥିକ ଉନ୍ନତି ସହିତ ସାମାଜିକ ପ୍ରତିଷ୍ଠା ବଢିବ I

ତୁଳା : ବ୍ୟବସାୟ ପାଇଁ ଦିନଟି ଖୁବ ସୁନ୍ଦର I ସବୁଆଡୁ ସଫଳତା ହାସଲ କରିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହେବ I ପରିବାରର ଗୁରୁଜନ ମାନଙ୍କର ଆଶୀର୍ବାଦ ପାଇବେ I ସନ୍ତାନ ଙ୍କ ଠାରୁ ଆନନ୍ଦ ପାଇବେ I

ବିଛା: ସମସ୍ୟା ମଧ୍ୟରେ ଆନନ୍ଦ ଦେଖାଦେବ I କୌଣସି ଦ୍ୱନ୍ଦ୍ୱ ପରିସ୍ଥତିରେ ପଡିବେ I କାର୍ଯ୍ୟରେ ବିଳମ୍ବ ହେବ I କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ I ପାରିବାରିକ ଜୀବନ ସୁଖମୟ ହେବ I

ଧନୁ : ପରିବାର ସହିତ ଭଲ ମନ୍ଦ ଆଲୋଚନା କରିବେ I ବାହାର ଲୋକଙ୍କ ସାହାଯ୍ୟ ପାଇବେ I ଛାତ୍ର ଏବଂ ଶ୍ରମିକ ଶ୍ରେଣୀ ପାଇଁ ଦିନଟି ଶୁଭ ନୁହେଁ I ଲକ୍ଷ୍ୟସ୍ଥଳରେ ପହଂଚିବେ I

ମକର : ଦିନଟି ମିଶ୍ରିତ ହେବ I ଚିନ୍ତିତ ରହିବେ I ଅନାବଶ୍ୟକ ଜଟିଳତାରେ ଫସି ରହିପାରନ୍ତି I ଯଥା ସମ୍ଭବ ମୋୖନ ରୁହନ୍ତୁ I ପାରିବାରିକ ଶାନ୍ତି ରହିବ I ବନ୍ଧୁ ଦର୍ଶନ ହେବ I

କୁମ୍ଭ: ଏହି ସମୟ ମଧ୍ୟରେ ଆପଣ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ I ସାମାଜିକ ସମ୍ମାନ ରହିବ ଏବଂ ଖ୍ୟାତି ବୃଦ୍ଧି ପାଇବ I ବ୍ୟବସାୟ ବିସ୍ତାର ହେବ I କଠିନ ପରିଶ୍ରମ ଫଳ ଦେବ I ଜୀବନ ସାଥୀ ସହିତ ଉପଭୋଗ୍ୟ ସମୟ ଅତିବାହିତ ହେବ I ପରିବାର ସଦସ୍ୟଙ୍କ ସହିତ ତୁମର ସମ୍ପର୍କ ଆନ୍ତରିକ ହେବ I

ମୀନ : ବ୍ୟବସାୟିକ ସଫଳତା ମିଳିବ I ସାମାଜିକ ନାମ ଏବଂ ଖ୍ୟାତି ବ୍ୟାପକ ହେବ I ଆପଣ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବେ I ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ଉଚ୍ଚପଦସ୍ଥ ଏବଂ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିବ I

Comments are closed, but trackbacks and pingbacks are open.