କୁର୍ଲୁଘାଟିରେ ମର୍ମନ୍ତୁଦ କାର୍ ଦୁର୍ଘଟଣା : ୨ ମୃତ ୨ ଆହତ

21

ନବରଙ୍ଗପୁର ଜିଲ୍ଲା କୁର୍ଲୁଘାଟି ରେ ମର୍ମନ୍ତୁଦ କାର୍ ଦୁର୍ଘଟଣା । ଦୁର୍ଘଟଣାରେ କାରରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ୨ ଆହତ ଙ୍କୁ ନବରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାଟି ଗୁଡାରୁ ନବରଙ୍ଗପୁର ଅଭିମୁଖେ କାର୍ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା I । ସମସ୍ତ ମୃତାହତ ଖାତିଗୁଡା ଅଞ୍ଚଳରେ ହୋଇଥିବା ଜଣାପଡିଛି I ଘଟଣାସ୍ଥଳରେ ନବରଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.