ମନ୍ତ୍ରୀ ସୁଶାନ୍ତ ସିଂହ ଜନ ଆକ୍ରୋଶ ର ଶିକାର ଗାଡ଼ିକୁ ହେଲା ଅଣ୍ଡାମାଡ଼

17

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ହେଭିୱେଟ୍ ନେତା ଓହ୍ଲାଇଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡ଼ୁଛି ତ କେଉଁଠି ମନ୍ତ୍ରୀ ଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ ପଚାରୁଛନ୍ତି ଜନତା ଗାଁ ଦାଣ୍ଡରେ ନେତା ମାନେ ହଟହଟା ହେଉଛନ୍ତି ଇ ସେହିଭଳି କଣ ଆକ୍ରୋଶ ର ଶିକାର ହେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଇନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ସଇଁତଳା କରମତଲା ନିକଟରେ ତାଙ୍କ ଗାଡି ଉପରକୁ ହେଇଛି ଅଣ୍ଡାମାଡ଼ । ଗୁରୁବାର ସମାନ ଢ଼ଙ୍ଗରେ ସାଂସଦ ରମେଶ ମାଝୀଙ୍କୁ ମଧ୍ୟ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଗଲାବେଳେ ଅଣ୍ଡାମାଡ଼ କରିଥିଲେ ଲୋକେ । ସେହିଭଳି ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଲୋକଙ୍କ ପ୍ରଶ୍ନ ବାଣରେ ଶିକାର ହୋଇ ଗାଁ ଦାଣ୍ଡରେ ହଟହଟା ହୋଇଥିଲେ I

Leave A Reply

Your email address will not be published.