ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟୀ ମ୍ୟାନେଜର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

20

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମଲେଶ୍ୱରୀ ମିଲକ ୟୁନିୟନର ଡେପୁଟି ମ୍ୟାନେଜର I ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ର ଏକ କାଳୀନ ୪ଟି ଘରେ ରେଡ୍ କରୁଛି ଭିଜିଲାନ୍ସ । ସମ୍ବଲପୁର ଘର ଓ ଅଫିସ୍ ସମେତ ପୁରୀ ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରରେ ଥିବା ଘରେ ଏକକାଳୀନ ଚଢାଉ କରାଯାଉଛି । ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି ।

Leave A Reply

Your email address will not be published.