ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଙ୍କ ସହିତ ୩ ଗିରଫ

17

ଜାଲ ପ୍ରମାଣ ପତ୍ର ଦେଖାଇ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଅଭିଯୋଗରେ ଅନୁସାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବାପୁଜୀନଗର ଶାଖାର ପୂର୍ବତନ ମୁଖ୍ୟ ପରିଚାଳକ ବୀରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଫିଲ୍ଡ ଅଫିସର ନରେନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି । ଏହାସହ ପ୍ରକାଶ କୁମାର ବେହେରା ନାମକ ମଧ୍ୟସ୍ତିକୁ ମଧ୍ୟ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ତେବେ ଜାଲ୍ ପ୍ରମାଣପତ୍ର ଦେଇ ୩ କୋଟି ୬୮ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲା ।୨୦୧୭ ରେ ଠକେଇ ନେଇ ଗତ ଡିସେମ୍ବରରେ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.