ଟ୍ୱିଟ ଯୋଗେ ନୂଆ ବର୍ଷ ର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଦେଶବାସୀ ଙ୍କ ସହିତ ଅନ୍ନଦାତାଙ୍କୁ ଦେଲେ ଶୁଭେଚ୍ଛା ବାର୍ତ୍ତା

19

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ନୁଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ ଅନ୍ନଦାତାଙ୍କ ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତା ଦେଇଛନ୍ତି ଇ ଦେଶବାସୀ ଙ୍କୁ ସମ୍ୱୋଧନ କରି କହିଛନ୍ତି ବର୍ଷର ପ୍ରଥମ ଦିନ ଅନ୍ନଦାତାମାନଙ୍କ ପାଇଁ ଉତ୍ସର୍ଗ କରାଯିବ। ପିଏମ ମୋଦି ଆଜି କିସାନ ନିଧି ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ।ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ନୂତନ ବର୍ଷ ୨୦୨୨ର ପ୍ରଥମ ଦିନ ଦେଶର ଖାଦ୍ୟ ଦାତାଙ୍କୁ ଉତ୍ସର୍ଗ କରାଯିବ । ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପି ଏମ -କିସାନ ର ଦଶମ କିସ୍ତି ପ୍ରଦାନ କରିବେ । ଏହା ଅଧୀନରେ ୧୦ କୋଟିରୁ ଅଧିକ କୃଷକ ପରିବାର ଉପକୃତ ହେବେ।

Leave A Reply

Your email address will not be published.