ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଗାମୀ ୯୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

51

ବଲିଉଡ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଗୁରୁତର ଅବସ୍ଥାରେ ୩ ସପ୍ତାହ ହେଲା ସେ ଏକ ଘରୋଇ ହସପିଟାଲର ଆଇସିୟୁରେ ଅଛନ୍ତି । ଡାକ୍ତର କହିଛନ୍ତି, ଆଗାମୀ ୯୬ ଘଣ୍ଟା ମିହିରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ହୋଇ ଡିସଚାର୍ଜ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିପାରେ । ମିହିର ଦାସ ୩ ସପ୍ତାହ ହେଲା ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି । ସୂଚନା ଅନୁସାରେ କିଡ୍ନୀ ଜନିତ ରୋଗରେ ପୀଡିତ ହୋଇ ମିହିର ଦାସ ଏହିମାସ ଦ୍ୱିତୀୟ ସପ୍ତାହରେ କଟକ ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.