ଭୁବନେଶ୍ୱର ରେ ପାଇକ ମେଳି

16

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶାଳ ଶୋଭାଯାତ୍ରା କରି ଭୁବନେଶ୍ୱରରେ ପାଇକ ମେଳି କରିଛନ୍ତି । ପ୍ରାୟ ୨୦୦ ପାଇକ ଆଖଡ଼ା ଦଳ ଏଥିରେ ସାମିଲ ହୋଇଛନ୍ତି । ହାତରେ ବାଡ଼ି, ଖଣ୍ଡା ଧରି ଏକାଠି ହୋଇଛନ୍ତି ପାଇକ । ଏହି ଆନ୍ଦୋଳନ ଖୋର୍ଦ୍ଧାର ବରୁଣେଇ ପୀଠରୁ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ୱରକୁ ବ୍ୟାପିଛି ।

Leave A Reply

Your email address will not be published.