କରୋନା : ନୟାଗଡ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ସିଲ୍

17

ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ର ଅଧ୍ୟାପକ କରୋନା ସଂକ୍ରମିତ ଚିହ୍ନଟ। ଅଧ୍ୟାପକ ଜଣଙ୍କ ସଂକ୍ରମିତ ଚିହ୍ନଟ ହେବା ପରେ କଲେଜରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଭାଗକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ସିଲ୍ କରିଦେଇଛନ୍ତି । ଏହା ସହିତ ତାଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହେଇଛି I ଏହା ସହିତ ଉକ୍ତ ବିଭାଗ କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ କର୍ତୃପକ୍ଷ ବନ୍ଦ ରଖିଛନ୍ତି I ସେହିପରି ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ସ୍ଥଗିତ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.