ବିଧାନସଭା ବାହାରେ କଂଗ୍ରେସ ବିଧାୟକ ମାନଙ୍କ ବିକ୍ଷୋଭ

30

ମମିତା ମେହେର କୁ ନ୍ୟାୟ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ତଥା ଚାଷୀ ମାନଙ୍କ ସମସ୍ୟା , ଅତ୍ୟାବଶକୀୟ ସାମଗ୍ରୀ ର ମୂଲ୍ୟ ବୃଦ୍ଧି ,ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଇତ୍ୟାଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାନସଭା କୁ ଆସି ନିଜର ବିବୃତି ଦିଅନ୍ତୁ ବୋଲି ଦାବି କରି କଂଗ୍ରେସ ବିଧାୟକ ମାନେ ପ୍ରଚାର ପତ୍ର ଧରି ବିଧାନସଭା ବାହାରେ ବିକ୍ଷୋଭ କରୁଛନ୍ତି I

Leave A Reply

Your email address will not be published.