ବି.ଜେ.ପି ବିଧାୟକ ମାନଙ୍କ ବିଧାନସଭା ବାହାରେ ଜଗନ୍ନାଥ ଙ୍କ ମୂର୍ତି ପୂଜା

22

ବି.ଜେ.ପି ବିଧାୟକ ମାନେ ବିଧାନ ସଭା ବାହାରେ ଭଗବାନ ଜଗନ୍ନାଥ ଙ୍କ ମୂର୍ତି ରଖି ଘଣ୍ଟ ଘଣ୍ଟି ବଜାଇ ପୂଜା କରିବା ସହ ପ୍ରଚାର ପତ୍ର ଦେଖାଇ ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରସାଦ ବାଂଟିଥିବାର ଦେଖାଯାଇଥିଲା I ଏହା ସହିତ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ କହିଛନ୍ତି ହେ ପ୍ରଭୁ ମୁଖ୍ୟମନ୍ତ୍ରୀ ଙ୍କୁ ସତ ବୁଧି ଓ ଶକ୍ତି ଦିଅନ୍ତୁ ,ମମିତା କୁ ନ୍ୟାୟ,ଦେବା ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ସି.ବି.ଆଇ କୁ ତଦନ୍ତ କରିବା କୁ ନିର୍ଦେଶ ଦେଇ ବିଧାନ ସଭା କୁ ଆସନ୍ତୁ , ଏହା ସହିତ ଚାଷୀ ମାନଙ୍କ ସମସ୍ୟା କୁ ମଧ୍ୟ ଶୁଣନ୍ତୁ I

Leave A Reply

Your email address will not be published.