ଭୁବନେଶ୍ୱର ରେ ‘ଅମୀକ୍ରନ’ ମୁକାବିଲା ପାଇଁ କଳ୍ପନା ହସ୍ପିଟାଲ ରେ ପରୀକ୍ଷଣ ଚାଲିଛି

17

ସମ୍ଭାବ୍ୟ କରୋନା ର ନୂଆ ପ୍ରଜାତି ‘ଅମୀକ୍ରନ’ ସଂକ୍ରମଣ ର ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱର ରେ ‘ଅମୀକ୍ରନ’ ମୁକାବିଲା ପାଇଁ କଳ୍ପନା ହସ୍ପିଟାଲ ରେ ପରୀକ୍ଷଣ ଚାଲିଛି ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଭିନ୍ନ ହସ୍ପିଟାଲ ମାନଙ୍କରେ ପରୀକ୍ଷଣ କୁ ଜୋରଦାର କରାଯାଉଛି I
ସୂଚନା ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷ ସୂଚନା ଦେଇଥିଲେ ଯେ ନିକଟରେ ୩୮୦ ଜଣ ନାଗରିକ ଫେରିଥିଲେ ବିଦେଶ ରୁ ଫେରିଥିଲେ I ତେଣୁ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କୁ ଗୁରୁତ୍ତ୍ଵ ଦେଇ ଭୁବନେଶ୍ୱର ଜୋସପିଟାଲ ମାନଙ୍କରେ ରେ ‘ଅମୀକ୍ରନ’

Leave A Reply

Your email address will not be published.