ସ୍ୱାଧୀନତା ର ୭୫ ବର୍ଷ :”ଅମୃତ ମହୋତ୍ସବ “ପାଳନ

23

ଆଜି ଆମ ଦେଶ ର ୭୫ତମ ସ୍ୱାଧୀନତା ଦିବସ କୁ “ଅମୃତ ମହୋତ୍ସବ” ବୋଲି ମନା ଯାଉଛି I ଜନସାଧାରଣ ଅପୂର୍ବ ଉତ୍କଣ୍ଠା ଓ ଆଗ୍ରହ ସହିତ ଭବ୍ୟ ସମାରୋହ ରେ ଏହି ଉତ୍ସବ କୁ ପାଳନ କରୁଛନ୍ତି I ପ୍ରଧାନ ମନ୍ତ୍ରୀ ମୋଦି ଜି ପ୍ରଥମେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଜି ଙ୍କ ସମାଧି ରାଜଘାଟ ଯାଇ ପୁଷ୍ପ ଅର୍ପଣ କରିଛନ୍ତି I ଏହାପରେ ଦିଲ୍ଲୀ ର ଲାଲକିଲ୍ଲା ପହଂଚିଥିଲେ ,ସେଠାରେ ଦେଶ ର ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା I ପ୍ରଥମ ଥର ପାଇଁ ଲାଲକିଲ୍ଲା ଠାରେ ପୁଷ୍ପ ବର୍ଷI କରାଯାଇଥିଲା I ପ୍ରଧାନ ମନ୍ତ୍ରୀ ମୋଦି ସମସ୍ତ ସ୍ୱତନ୍ତ୍ରତା ସେନାନୀ ଙ୍କ ସହିତ ଦେଶ ର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଙ୍କୁ ମଧ୍ୟ ମନେପକେଇଥିଲେ I ଏହା ବାଦ ଅଲିମ୍ପିକ ରେ ଭାରତ କୁ ସ୍ବର୍ଣ୍ଣ ପଦକ ଜିତିଥିବା ଆଥଲେଟ ନିରାଜ ଚୋପ୍ରା ଙ୍କ ସହିତ ଅନ୍ୟ ଖେଳାଳି ମଧ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ I

Leave A Reply

Your email address will not be published.