ଜୁନିଅର ବିଶ୍ୱ କପ ହକି :ନେଦେରଲ୍ୟାଣ୍ଡ ଠାରୁ ୩-୨ଗୋଲରେ ପରାସ୍ତ ହେଲା ସ୍ପେନ

20

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିଅର ବିଶ୍ୱ କପ ହକି ରେ ତୃତୀୟ ଦିନରେ ତୃତୀୟ ମ୍ୟାଚରେ ସ୍ପେନ ନେଦରଲାଣ୍ଡ(ହଲାଣ୍ଡ) ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଥିଲା ।ଏହି ମ୍ୟାଚରେ ସ୍ପେନକୁ ୩-୨ଗୋଲରେ ହରାଇ ଦେଇଛି ନେଦେରଲ୍ୟାଣ୍ଡ। ସ୍ପେନ ତା’ର ପ୍ରଥମ ଲିଗ ମ୍ୟାଚରେ ବିଶାଳ ୧୭-୦ ଗୋଲ ବ୍ୟବଧାନରେ ଆମେରିକାକୁ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ବେଳେ ନେଦରଲାଣ୍ଡସ ତା’ର ପ୍ରଥମ ଲିଗ ମ୍ୟାଚରେ କୋରିଆକୁ ୧୨-୫ ଗୋଲରେ ହରାଇ ବିଶ୍ୱକପରେ ଆଗକୁ ବଢି ଥିଲା ।ସ୍ପେନ ତା’ର ପ୍ରଥମ ଲିଗ ମ୍ୟାଚରେ ବିଶାଳ ୧୭-୦ ଗୋଲ ବ୍ୟବଧାନରେ ଆମେରିକାକୁ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ବେଳେ ନେଦରଲାଣ୍ଡସ ତା’ର ପ୍ରଥମ ଲିଗ ମ୍ୟାଚରେ କୋରିଆକୁ ୧୨-୫ ଗୋଲରେ ହରାଇ ବିଶ୍ୱକପରେ ମୁଣ୍ଡ ଟେକିଥିଲା।

Leave A Reply

Your email address will not be published.