ଓମିକ୍ରନ ର ଲକ୍ଷଣ ଜାଣନ୍ତୁ

22

ଦେଶରେ କରୋନା ର ନୂଆ ପ୍ରଜାତି ଓମିକ୍ରନ୍ ର ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗୁଛି । ଯାହାକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି। ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେଣୁ ବର୍ତ୍ତମାନ କେନ୍ଦ୍ର ସହିତ ରାଜ୍ୟ ସରକାର ମାନେ ସତର୍କ ରହିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଚିହ୍ନଟ ହୋଇଥିବା ଓମିକ୍ରନ ରୋଗୀଙ୍କଠା ଙ୍କ ଠାରେ କଣ ଲକ୍ଷଣ ରହୁଛି ଜାଣନ୍ତୁ ;
ଓମିକ୍ରନର ଲକ୍ଷଣ:
୧. ଓମିକ୍ରନ୍ ସଂକ୍ରମିତଙ୍କ ଦେହରେ ଜ୍ୱର ନାହିଁ
୨.କେବଳ ମୁଣ୍ଡବିନ୍ଧା ଓ ଦେହ ଦରଜ ହେଉଛି
୩.ଏହା ବ୍ୟତୀତ ତାଙ୍କର ଆଉ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନଥିବାବେଳେ ନିଜେ ସତର୍କ ରହିବା ଆବଶ୍ୟକ ହୋଇପଡୁଛି।

Leave A Reply

Your email address will not be published.