କାର-ଟ୍ରକ ଧକ୍କାରେ ୪ ମୃତ, ୫ ଗୁରୁତର

19

ଫୁଲବାଣୀ ସଦର ଥାନା ଲାହାବାଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୪ ମୃତ ୫ ଗୁରୁତର I ମୃତକ ମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଙ୍କ ସହି ତ ୪ ଜଣଙ୍କ ମୃତ୍ୟୁ ଘଟିଛି I


ସୁଚନାନୁସାରେ ବିଶିପଡ଼ାର ତାଳପଡ଼ାରୁ ଏକ ବିବାହ ଭୋଜି ରେ ଯୋଗ ଦେଇ ଗୁମ୍ମାଗଡ଼କୁ ଫେରିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ ଜଣ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଗୁରୁତର ୫ ଜଣଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.