ସେମି ଫାଇନାଲ ରୁ ଦୀପକ ଙ୍କ ବିଦାୟ LatestNATIONALSPORTS By Sujata Panda Last updated Aug 4, 2021 deepak loose semifinal 0 50 Share ଟକିଓ ଅଲିମ୍ପିକ ସେମି ଫାଇନାଲ ରୁ ଦୀପକ ପୁନିଆଙ୍କ ବିଦାୟ ହୋଇଛି I ଆମେରିକା ର ୱାର୍ଲଡ ଚାମ୍ପିୟନ ଡେଭିଡ ମୋରିସ ଟେଲର ଙ୍କ ଠାରୁ ୮୬ ବର୍ଗ କୁସ୍ତିରେ ପରାସ୍ତ ହୋଇଛନ୍ତି I ବର୍ତମାନ ଦୀପକ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ I 0 50 Share