Yearly Archives

2025

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ୬.୩%ରୁ ୬.୮% ମଧ୍ୟରେ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ୨୦୨୫-୨୬ ଆର୍ôଥକ ବର୍ଷରେ ଆର୍ôଥକ ଅଭିବୃଦ୍ଧି ହାର ୬.୩%ରୁ ୬.୮% ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଇଛି। ଏତଦ୍‌ବ୍ୟତୀତ ଏପ୍ରିଲ୍‌-ଡିସେମ୍ବର ୨୦୨୪ରେ…
Read More...

ଛତିଶଗଡ଼ରେ ପ୍ରଥମ HMPV ରୋଗୀ, ୩ ବର୍ଷର ଶିଶୁ ସଂକ୍ରମିତ, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଛତିଶଗଡ଼ରେ ପ୍ରଥମ HMPV ମାମଲା ସାମ୍ନାକୁ ଆସିଛି। କୋରବା ଜିଲ୍ଲାରେ ତିନି ବର୍ଷର ଏକ ଶିଶୁଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ଚିହ୍ନଟ ହୋଇଛି ।…
Read More...

ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା-ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ…
Read More...

ବଜେଟ୍ ଅଧିବେଶନ: ମହାକୁମ୍ଭରେ ଘଟିଥିବା ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ସମ୍ବୋଧନ ସହିତ ଏହି ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
Read More...

ଓଡ଼ିଶାର ପ୍ରତି ଜିଲ୍ଲାରେ ହେବ ସମ୍ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ

ଭୁବନେଶ୍ୱର, ଜାନୁଆରୀ ୩୦: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍‌ଥ କେୟାର ସର୍ଭିସେସ୍ ପକ୍ଷରୁ ଏକ ବିସ୍ତୃତ ଯୋଜନା ହାତକୁ ନିଆଯାଇଛି।…
Read More...

ବିକଶିତ ଗାଁ, ବିକଶିତ ଓଡ଼ିଶା ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାରଙ୍କ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ…
Read More...

ମହାକୁମ୍ଭ ମୃତ୍ୟୁ ମାମଲା:ସୁପ୍ରିମକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟ

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୁପ୍ରିମକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର ହୋଇଛି। ଆବେଦନରେ…
Read More...