Yearly Archives

2025

ପୁଣି ଥରେ ଫେରିଲା କରୋନା !: ୫ ଦିନରେ ୧୭୦୦ ମାମଲା, ୭ ମୃତ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବରେ ବୃଦ୍ଧି ପାଉଛି କରୋନା ମାମଲା। ଗତ ୫ ଦିନରେ ୧୭୦୦ କୋଭିଡ୍ ମାମଲା ରିପୋର୍ଟ ହୋଇଛି ଏବଂ ଏବେ ଏହି ସଂଖ୍ୟା ୨୭୦୦ ରୁ ଅଧିକ ହୋଇଛି।
Read More...

ଯାଞ୍ଚ୍‌ ହେବ ୧୫ ପ୍ରଶାସନିକ ଅଧିକାରୀଙ୍କ ସଂରକ୍ଷଣ ପ୍ରମାଣପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନକଲି କିମ୍ବା ସନ୍ଦେହଜନକ ସଂରକ୍ଷଣ ପ୍ରମାଣପତ୍ର ବ୍ୟବହାର କରି ନିଜ ପଦବୀ ହାସଲ କରିଥିବା ସନ୍ଦେହରେ ୧୫ ଜଣ ସରକାରୀ କର୍ମଚାରୀଙ୍କ
Read More...

କରୋନାର ନୂଆ ଭାରିଆଣ୍ଟରେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ..

ନୂଆଦିଲ୍ଲୀ : କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ, ସାରା ଦେଶରେ ୨ ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ହୋଇଛି। କରୋନାର ନୂଆ
Read More...

ଭିମ୍‌ସାର ସୁପରସ୍ପେସାଲିଟି ଡାକ୍ତରଖାନା ଉଦ୍‌ଘାଟିତ…

ବୁର୍ଲା : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର୍)ର ସୁପରସ୍ପେସାଲିଟି ଡାକ୍ତରଖାନା ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି
Read More...

ପିଇବା ପାଣି ସୁବିଧା ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣଧୀନ ବୃହତ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ରାଜ୍ୟରେ ୧୯୧ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ
Read More...

ରାଜ୍ୟ ସରକାର ବଢାଇଲେ ଗ୍ରାଚୁଇଟି ପରିମାଣ….

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍‌ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ୱାମୀ
Read More...

୧୫ ଜଣ ନର୍ସଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ ଜଣ ନର୍ସିଂ ବୃତ୍ତିଗତଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ
Read More...

କରୋନାରେ କଟକର ଜଣେ ଆକ୍ରାନ୍ତ ଚିହ୍ନଟ, ଘରୋଇ ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଏବେ ପୁଣି ଥରେ କରୋନା ଡରାଇବା ଆରମ୍ଭ କଲାଣି। ଧିରେଧିରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି କଟକର ଜଣେ 45 ବର୍ଷିୟ ପୁରୁଷ କରୋନାରେ
Read More...

ରାଜ୍ୟସଭା ନିର୍ବାଚନ: ଦୁଇଟି ରାଜ୍ୟ ପାଇଁ ୮ ଟି ଆସନରେ ଲଢେଇ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଆଠଟି ରାଜ୍ୟସଭା ଆସନର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଜୁନ୍ ଏବଂ ଜୁଲାଇରେ ତାମିଲନାଡୁର ଛଅଟି ବିଧାନସଭା ଆସନ ଏବଂ ଆସାମର
Read More...

ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ
Read More...