Monthly Archives

March 2023

କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କେଜ୍ରିୱାଲ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ପ୍ଲିଜ୍ ଦିଲ୍ଲୀ ବଜେଟକୁ ରୋକନ୍ତୁ ନାହିଁ ।…
Read More...

ସ୍ଵତନ୍ତ୍ର ପ୍ରଦକ୍ଷିଣ ଗୃହରେ “ଶିଶୁଙ୍କ ପାଇଁ ଦିନଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଭୁବନେଶ୍ଵର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ(ସର୍କିଟ୍ ହ।ଉସ) ଠ।ରେଦ୍ଦ ଶିଶୁଙ୍କ ପ।ଇଁ ଦିନଟିଏଦ୍ଦ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଏହି କ।ର୍ଯ୍ୟକ୍ରମରେ…
Read More...

କେନ୍ଦ୍ରମନ୍ତ୍ରୀଙ୍କ ‘ପଖାଳ ଦିବସ’ ପାଳନ

ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ ପଖାଳକୁ ନେଇ ଆଜି ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ପଖାଳ ଦିବସ ପାଳନ…
Read More...

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

5T ଉପକ୍ରମରେ କାର୍ଯ୍ୟକାରୀ ହେବ ଯୋଜନା ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ…
Read More...

ଏପ୍ରିଲ୬ରୁ ଆରମ୍ଭ ହେବ ଘର ଘର ଚାଲ ଅଭିଯାନ !

ଓବିସିଙ୍କୁ ନ୍ୟାୟ ଓ ନ୍ୟାଯ୍ୟ ଅଧିକାର ପ୍ରଦାନ ଦାବିରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରି ରହିଛି । ତେଣୁ ଏପ୍ରିଲ ୬ରେ ବିଜେପି ପ୍ରତିଷ୍ଠା ଦିବସରୁ…
Read More...

ବିଧାୟକଙ୍କ ଘରକୁ ଅଣ୍ଡା ,ଟମାଟର ମାଡ

ବିଧାୟକଙ୍କ ଉପରେ ଗର୍ଜିଲା ଛାତ୍ର କଂଗ୍ରେସ । ବିଧାୟକଙ୍କ ଘରକୁ ଅଣ୍ଡା ,ଟମାଟର ମାଡ । ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି । ନବ ଦାସଙ୍କ ହତ୍ୟାକାଣ୍ଡକୁ…
Read More...

ପୁଣି ସଲମାନଙ୍କୁ ହତ୍ୟା ଧମକ

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସଲମାନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ…
Read More...

କର୍ଣ୍ଣାଟକ କଂଗ୍ରେସରେ ତ୍ରିକୋଣୀୟ ଲଢେଇ !

କର୍ଣ୍ଣାଟକ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ମ୍ୟାଜିକ୍ ନମ୍ବର ହାସଲ ପାଇଁ ହେବ ତ୍ରିକୋଣୀୟ ଲଢେଇ । କର୍ଣ୍ଣାଟକରେ କଂଗ୍ରେସର ହେବ ୪ ଦିନିଆ ବୈଠକ । ସରଗରମ ହେଉଛି…
Read More...

ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ

ଭୁବନେଶ୍ୱର, ୨୦/୦୩: କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ…
Read More...