୨୦୨୩ ଜାତୀୟ ସିନେମା ପୁରସ୍କାର : ଆଲ୍ଲିଆ ଭଟ୍ଟ ଓ କ୍ରିତୀ ସେନନ ଶ୍ରେଷ୍ଠ କଳାକାର

30

୨୦୨୩ ଜାତୀୟ ସିନମା ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଶ୍ରେଷ୍ଠ କଳାକାର ଭାବେ ଅଭିନେତ୍ରୀ ଆଲ୍ଲିଆ ଭଟ୍ଟଙ୍କୁ ଗଙ୍ଗୁବାଇ କାଠିଆୱାଡୀ ଓ କ୍ରିତୀ ସେନନଙ୍କୁ ‘ମିମି’ ପାଇଁ ପୁରସ୍କୃତ କରାଯାଇଛି । ସେହିଭଳି ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା’ ସିନେମା ପାଇଁ ଶ୍ରେଷ୍ଠ କଳାକାର ଭାବେ ଚୟନ କରାଯାଇଛି । ଏହାସହ ଭିନ୍ନ ଭିନ୍ନ କାଟାଗୋରୀ ପାଇଁ ମଧ୍ୟ ନାମ ଘୋଷଣା କରାଯାଇଛି ।

ଏହାସହ ଆରଆରଆରକୁ ଶ୍ରେଷ୍ଠ ଚଳଚିତ୍ର । ରକେଟ୍ରି : ଦ ନମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ, ପୁଷ୍ପା ଓ ଆରଆରଆରକୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ଗଙ୍ଗୁବାଇ କାଠିଆୱାଡୀ ସିନେମା ପାଇଁ ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ ପୁରସ୍କାର ଘୋଷଣା କରାଯାଇଛି ।

Comments are closed, but trackbacks and pingbacks are open.