Monthly Archives

September 2022

ଶ୍ରୀମନ୍ଦିର ସଂକ୍ରାନ୍ତରେ ଆମିକସ୍‌କ୍ୟୁରୀଙ୍କ ଆଲୋଚନା: ଖୁବ୍‌ଶୀଘ୍ର ନାଟମଣ୍ଡପ ବିନ୍ ଫାଟର ମରାମତି

ଭୁବନେଶ୍ବର: ପୁରୀରେ ପହଞ୍ôଚ ଆମିକସ୍‌କ୍ୟୁରୀ ଏନ୍‌କେ ମହାନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେଇଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ
Read More...

ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ୍ ପମ୍ପ ଷ୍ଟୋରେଜ୍

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି । ନିଗମ ଇନ୍ଦ୍ରାବତୀ ସମେତ
Read More...

ଛୁଟିରେ ଘର ଖାଲି କରି ଯିବା ପୂର୍ବରୁ…

ଯେତେବେଳେ ଆପଣ ଛୁଟିରେ ବାହାରକୁ ଘର ଖାଲି କରିଯାଉଛନ୍ତି, ନିଜ ଘରର ସମସ୍ତ ଜିନିଷ ନିରାପଦ ଏବଂ ସୁରକ୍ଷିତ ରହିବ କି ନାହିଁ ସେ ସମ୍ପର୍କରେ ଆପଣ ନିଶ୍ଚିନ୍ତ ତ ? ବିଲେଇ
Read More...

ଟିବି ରୋଗରେ ପୀଡ଼ିତ ଭାଇଭଉଣୀଙ୍କ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତକୁ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ “ଟିବି ମୁକ୍ତ ଭାରତ ଅଭିଯାନ”ରେ ସାମିଲ ହେବା ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ
Read More...

କିମ୍‍ସରେ ବିଶ୍ୱ ରୋଗୀ ସୁରକ୍ଷା ଦିବସ

ବିନା ଡାକ୍ତରୀ ପରାମର୍ଶରେ ଔଷଧ ସେବନ ହାନିକାରକ ହୋଇପାରେଭୁବନେଶ୍ୱର,୧୬ା୮: ରୋଗର ଉପଚାର ତଥା ରୋଗୀକୁ ଆରୋଗ୍ୟ କରିବା ପାଇଁ ଔଷଧ ଉଦ୍ଦିଷ୍ଟ ଏବଂ କେତେକ କ୍ଷେତ୍ରରେ
Read More...

ଏସ୍‌ଏଚ୍‌ଏମ୍‌ରେ ପୁ୍‌ଷ୍ପସଜ୍ଜାକୁ ନେଇ କର୍ମଶାଳା

ଭୁବନେଶ୍ୱର, ୧୭/୦୯: ଅତି ସୁନ୍ଦର ଭାବେ ସଜ୍ଜିତ ପୁଷ୍ପ ଦର୍ଶକଙ୍କ ଆଖିକୁ ବେଶ ବିମୋହିତ କରିଥାଏ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍
Read More...

୭୨ ବର୍ଷରେ ମୋଦି, ଶୁଭେଚ୍ଛା ଜଣାଇଲେ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୨ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ତାଙ୍କ ନିକଟକୁ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । କଂଗ୍ରେସର
Read More...

କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ଏସଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧୬୦ ରୁ ଅଧିକ ପ୍ରସ୍ତାବ ଆଦିବାସୀ ବ୍ୟାପାର
Read More...