Monthly Archives

July 2022

+୨ ବିଜ୍ଞାନ ଓ ବାଣିଜ୍ୟରେ ପରୀକ୍ଷାରେ କିସ୍‍ର ଶତ ପ୍ରତିଶତ ସଫଳତା, ବିଜ୍ଞାନରେ ମୀନାକ୍ଷୀ ମଲ୍ଲିକ ଓ ବାଣିଜ୍ଯରେ…

ଭୁବନେଶ୍ୱର : +୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‌ର ଶତ ପ୍ରତିଶତ ସଫଳତା। କନ୍ଧମାଳ ଝିଅ ମୀନାକ୍ଷୀ ସ୍କୁଲ୍‌ ଟପ୍ପର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ
Read More...

ଅର୍ପିତା ମୁଖାର୍ଜୀଙ୍କ ଅନ୍ୟ ଏକ ଘରୁ ମିଳିଲା ନଗଦ ଟଙ୍କା ସହ ଗହଣା,ଗଣିବା ପାଇଁ ମେସିନ ମଗାଇଲା ଇଡି

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ବାହାରିଲା ଟଙ୍କା ଓ ଗହଣା I ତାଙ୍କ ଘରେ ସର୍ଚ୍ଚ ଅପରେସନ ସମୟରେ
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଛାତ୍ରଙ୍କ ସହ ଶିକ୍ଷକ ଗୁରୁତର

ବିଦ୍ୟୁତ ଆଘାତରେ ଦୁଇ ଛାତ୍ର ଗୁରୁତର । ଜୀବନକୁ ବାଜି ଲଗାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲେ ପ୍ରଧାନ ଶିକ୍ଷକ । ଦୁଇ ଛାତ୍ରଙ୍କ ସହ ପ୍ରଧାନ ଶିକ୍ଷକ ଗୁରୁତର ହୋଇଛନ୍ତି ।
Read More...

ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, ୨୭/୦୭: ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଛି । ବୁଧବାର ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ପରିଷଦର କାର୍ଯ୍ୟାଳୟରେ
Read More...

LPG ରୋଷେଇ ଗ୍ୟାସ୍ ଉପରେ ପୁଣି ଆରମ୍ଭ ହେବ ସବସିଡି

ଏଲପିଜି ରନ୍ଧନ ଗ୍ୟାସ ଗ୍ରାହକଙ୍କୁ ସରକାରଙ୍କ ତରଫରୁ ମିଳିବ ସବସିଡି I ୨୦୨୨ରେ ବଜେଟରେ ଏଲପିଜି ଉପରେ ବନ୍ଦ ଥିବା ସବସିଡି କୁ ୨୦୨୩ରେ କେନ୍ଦ୍ର ସରକାର ପୁଣି ଥରେ
Read More...

ଇପିଏଫ୍ ଅପଡେଟ୍: ବେତନ ପ୍ରାପ୍ତ ବ୍ୟକ୍ତିମାନେ ୮୧ ,୦୦୦ ଟଙ୍କା ପାଇବେ, ଜାଣନ୍ତୁ କେମିତି କରିବେ ଯାଞ୍ଚ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ୍ ଶୀଘ୍ର ବେତନ ପ୍ରାପ୍ତ କର୍ମଚାରୀ ଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି (PF) ର ସୁଧ ଟଙ୍କା ତାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ
Read More...

ଗୁଜୁରାଟରେ ମଦ ମୃତ୍ୟୁ ସଂଖ୍ୟା ୩୯ : ହସ୍ପିଟାଲରେ ୬୦ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ

ଅହମ୍ମଦାବାଦ : ବୁଧବାର ଗୁଜୁରାଟର ବୋଟାଡ ଜିଲ୍ଲା ତଥା ନିକଟବର୍ତ୍ତୀ ଗ୍ରାମରେ ହୋଇଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁସଂଖ୍ୟା ୩୯ କୁ ବୃଦ୍ଧି ପାଇଛି। ଏଥି ସହ
Read More...

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦ୍ରାପଡା ୨୭।୭: ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ଲାଞ୍ଚ ନେବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭିଜିଲାନ୍ସ
Read More...

ପୁଣି ବଢ଼ିଲା ସଂକ୍ରମଣ : ଆଜି ରାଜ୍ୟରୁ ୧୧୭୪ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ତଳ ଉପର ହେଉଛି ଦୈନିକ କରୋନା ସଂକ୍ରମଣ । ଗତ ୩ ଦିନ ଧରି ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିବା ବେଳେ ଆଜି ପୁଣି ହଜାରେ ଟପିଛି ଆକ୍ରାନ୍ତ ଙ୍କ ସଂଖ୍ୟା I
Read More...

୬୫୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ।୬୫୦ କୋଟି ଟଙ୍କା ବ୍ୟୟ ରେ ଭୁବନେଶ୍ୱର ନାଇଜର କ୍ୟାମ୍ପସରେ ଠାରେ ଅତ୍ୟାଧୁନିକ କ୍ୟାନସର
Read More...