Daily Archives

January 20, 2022

ରାଜ୍ୟରେ ୨୪ ଘଣ୍ଟାରେ ୧୦୩୬୮ ସଂକ୍ରମିତ ଚିହ୍ନଟ :୭ ମୃତ

ବ୍ୟାପକ ଜନ ସଚେତନତା ଟୀକାକରଣ ସତ୍ତ୍ୱେ ରାଜ୍ୟରେ ବର୍ତ୍ତମାନ ହୁ ହୁ ହୋଇ ମାଡି ଚାଲିଛି କରୋନା ସଂକ୍ରାମଣ I ଆଶ୍ବସ୍ତିକର ବିଷୟ ହେଉଛି ସଂକ୍ରମଣ ବୃଦ୍ଧି ପାଇଥିଲେ
Read More...

ଯାହାକୁ ରଖିବେ ଅନନ୍ତ…ଶ୍ମଶାନ ରୁ ଚେଇଁ ଉଠିଲା ମୃତ ଘୋଷିତ ଶିଶୁ

'ଯାହାକୁ ରଖିବେ ଅନନ୍ତ …ଉକ୍ତି ଟି ର ସତ୍ୟତା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଖଡ଼ିକାପଡ଼ା ଗାଁ ରେ I ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିବା ନବଜାତକ ପୁଣି ବଂଚି
Read More...

ଆଜିଠୁ ସିଭିଲ ସର୍ଭିସ ମେନ୍‌ ପରୀକ୍ଷା : ମୋଟ ୧୬ଟି କେନ୍ଦ୍ରରେ ୪ହଜାର ୭୫୪ ପରୀକ୍ଷାର୍ଥୀ

ଆଜିଠାରୁ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଉଛି ଓଡିଶା ସିଭିଲ ସର୍ଭିସେସ ୨୦୨୦ ମେନ୍‌ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ୪ହଜାର ୭୫୪
Read More...

ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା

ଆସନ୍ତା କାଲିଠାରୁ ପୁଣି ବର୍ଷI I ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସହ ଆସନ୍ତା କାଲିଠାରୁ ରଜ୍ୟରେ
Read More...