ଉର୍ଫି ଜାଭେଦଙ୍କ ବିରୋଧରେ ଏତଲା

26

ମୁମ୍ବାଇ: ରିଏଲିଟୀ ଟିଭି ତାରକା ତଥା ସୋସିଆଲ ମିଡିଆରେ ସକ୍ରିୟ ଥିବା ଉର୍ଫି ଜାଭେଦଙ୍କ ବିରୋଧରେ ଏତଲା ଦାଏର କରାଯାଇଛି । ଉର୍ଫି ସର୍ବସାଧାରଣ ସ୍ଥାନ ଏବଂ ସୋସିଆଲ ମିଡିଆରେ ଆପତ୍ତିଜନକ ଏବଂ ଅଶାଳୀନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣି ଅଲ୍ଲୀ କାସିଫ୍ ଖାନ୍ ଦେଶମୁଖ ନାମକ ଜଣେ ଓକିଲ ଅନ୍ଧେରୀ ଥାନାରେ ଉର୍ଫିଙ୍କ ବିରୋଧରେୠତ ଶୁକ୍ରବାର ଏତଲା ଦେଇଥିବା ପ୍ରକାଶ ।

Comments are closed, but trackbacks and pingbacks are open.