ସମସ୍ତେ ଚାକିରି ଓ ବ୍ୟବସାୟରେ ଉନ୍ନତି ଚାହାନ୍ତି । ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଅଫିସ୍ ଟେବୁଲରେ କିଛିଟା ପରିବର୍ତ୍ତନ ଆଣିବା ଦରକାର ।
- ଟେବୁଲର ଉତ୍ତର ଦିଗରେ ପାଣି ବୋତଲ ରଖନ୍ତୁ ।
- କାମ ସମ୍ବନ୍ଧୀୟ ଫାଇଲ ତଥା ବହିକୁ ଟେବୁଲର ଡାହାଣ ପାଶ୍ୱର୍ରେ ରଖନ୍ତୁ ।
- ଟେବୁଲ ଉପରେ କୌଣସି ଗଛ ରଖିପାରିବେ ।
- ସେହିପରି ଭଗବାନଙ୍କ ଫଟୋ ରଖିବାକୁ ଚାହୁଁଥିଲେ, ଉତ୍ତର ଦିଗରେ ରଖନ୍ତୁ ।
Comments are closed, but trackbacks and pingbacks are open.