କରୋନା ମୃତକଙ୍କ ପରିବାର କୁ ମିଳିବ ୫୦ ହଜାର : ସୁପ୍ରିମ କୋର୍ଟ

29

କରୋନା ମହାମାରୀ ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି I ଏ ସଂକ୍ରାନ୍ତ ରେ କେନ୍ଦ୍ର ସୁପ୍ରିମ କୋର୍ଟ ଙ୍କୁ ଅବଗତ କରାଇଛନ୍ତି ଇ ନିଷ୍ପତି ଅନୁଯାୟୀ କରୋନା ରେ ପ୍ରାଣ ହରାଇ ଥିବା ମୃତକ ଙ୍କ ପରିବାର କୁ ୫୦ ହଜାର ତାଙ୍କ ଲେଖାଏଁ ସହାୟତା ପ୍ରଦାନ କରାଯିବ I ଏହି ଅନୁକମ୍ପା ରାଶି କେନ୍ଦ୍ର ର ନିର୍ଦ୍ଦେଶ ମୁତାବକ ରାଜ୍ୟ ମାନେ ‘ରାଜ୍ୟ ବିପର୍ଯୟ ରିଲିଫ ଫଣ୍ଡ ‘ରୁ ଦେବେ ଇଏ ଏ ସମ୍ପର୍କ ରେ ‘ଜାତୀୟ ବିପର୍ଯୟ ପରିଚାଳନା କର୍ତୃପକ୍ଷ (ଏନ୍ଡ଼ିଏମଏ) ସୁପାରିଶ କରିଛନ୍ତି ଇ ଭଵିଷ୍ୟତ ରେ ମଧ୍ୟ କରୋନା ସଂକ୍ରମିତ ହୋଇ ମୃତ୍ୟୁ ହେଲେ ମଧ୍ୟ ତାଙ୍କ ପରିବାର କୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି I

Leave A Reply

Your email address will not be published.