ଅଫିସ୍ ଟେବୁଲରେ ରଖନ୍ତୁ ଏହି ଜିନିଷ

32

ସମସ୍ତେ ଚାକିରି ଓ ବ୍ୟବସାୟରେ ଉନ୍ନତି ଚାହାନ୍ତି । ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଅଫିସ୍ ଟେବୁଲରେ କିଛିଟା ପରିବର୍ତ୍ତନ ଆଣିବା ଦରକାର ।

  • ଟେବୁଲର ଉତ୍ତର ଦିଗରେ ପାଣି ବୋତଲ ରଖନ୍ତୁ ।
  • କାମ ସମ୍ବନ୍ଧୀୟ ଫାଇଲ ତଥା ବହିକୁ ଟେବୁଲର ଡାହାଣ ପାଶ୍ୱର୍ରେ ରଖନ୍ତୁ ।
  • ଟେବୁଲ ଉପରେ କୌଣସି ଗଛ ରଖିପାରିବେ ।
  • ସେହିପରି ଭଗବାନଙ୍କ ଫଟୋ ରଖିବାକୁ ଚାହୁଁଥିଲେ, ଉତ୍ତର ଦିଗରେ ରଖନ୍ତୁ ।

Comments are closed, but trackbacks and pingbacks are open.