ବିଜୟା ଦଶମୀ ରେ ଆୟୁଧ ପୂଜନ

ଅଧର୍ମ ଉପରେ ଧର୍ମ ର ବିଜୟ ‘ବିଜୟା ଦଶମୀ ‘ ପାଳନ ଭାରତ ର ଏକ ପ୍ରାଚୀନ ପରମ୍ପରା ଆସିଛି ଇ ଏହାକୁ ସାରା ଭାରତ ରେ ଶସ୍ତ୍ର ପୂଜା ବା ‘ଆୟୁଧ ପୂଜନ’ ଭାବରେ ପାଳନ କରାଯାଏ I ଏହି ପବିତ୍ର ପରମ୍ପରା ଅବସର ରେ ଭାରତ ର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ମୁଖ୍ୟ ମୋହନ ଭାଗବତ ଙ୍କ ଦ୍ୱାରା ‘ଆୟୁଧ ପୂଜନ’ I

Comments (0)
Add Comment