ତ୍ୱଚାରେ ଲେମ୍ବୁ ଓ ଲୁଣର ବ୍ୟବହାର

ତ୍ୱଚାରେ ଚମକ ଆଣିବା ଲାଗି ଲୋକମାନେ ବହୁ ମହଙ୍ଗା ଜିନିଷ ବ୍ୟବହାର କରନ୍ତି । ତେବେ ଘରୋଇ ଉପାୟରେ ଲେମ୍ବୁ ଓ ଲୁଣର ବ୍ୟବହାର ତ୍ୱଚା ପାଇଁ ଉପକାରୀ । ଏହା ଉଜ୍ୱଳ ଓ ଦାଗହୀନ ତ୍ୱଚା ପ୍ରଦାନ କରେ ।

  • ଏହା ତ୍ୱଚା ମୂଳରୁ ମଇଳା ସଫା କରେ । ଏହା ଦ୍ୱାରା ତ୍ୱଚାରୁ ମୃତ କୋଷ ସହଜରେ ବାହାରିଥାଏ ।
  • ତୈଳାକ୍ତ ତ୍ୱଚା ଲାଗି ଏହା ଖୁବ୍ ଉପକାରୀ । ତ୍ୱଚାର ତୈଳ ଅଂଶକୁ ଦୂର କରେ । ଫଳରେ ବ୍ରଣ ଆଦି ସମସ୍ୟା ଦୂର ହୁଏ ।
  • ଭଲ ଭାବେ ଏହା ତ୍ୱଚାକୁ ସଫା କରୁଥିବାରୁ ମୁହଁର ପ୍ରାକୃତିକ ଚମକ ଫେରିଥାଏ ।
  • ଲେମ୍ବୁ ଓ ଲୁଣର ମିଶ୍ରଣକୁ ମୁହଁରେ ଲଗାଇଲେ ଏହା ଦାଗ ସମସ୍ୟା ଦୂର କରେ ।