ଆଜିର ରାଶିଫଳ

ରାଶିଫଳ ମାର୍ଚ୍ଚ ୧୮ , ୨୦୨୨ : ଶୁକ୍ରବାର ଦିନ ରଙ୍ଗର ପର୍ବ ସହିତ, ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ ଖୋଲିବ I ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭଫଳ ରହିଛି I ମୀନ ରାଶିର ବ୍ୟକ୍ତି ଙ୍କ ଦିନ ଶୁଭ ଖବର ସହିତ ଆରମ୍ଭ ହେବାକୁ ଯାଉଛି I ବିଛା ରାଶିର ବ୍ୟକ୍ତି ଙ୍କର ଆର୍ଥିକ ଅବସ୍ଥା ସୁଦୃଢ ରହିବ I

ମେଷ: ଦିନ ଟି ଚମତ୍କାର ରହିବ I ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ I ପରୀକ୍ଷାରେ ବିଦ୍ୟାର୍ଥିମାନେ ସଫଳତା ପାଇବେ I ମନ ଆନନ୍ଦିତ ରହିବ ଇ ପାରିବାରିକ ସୁଖ ବଢିବ I

ବୃଷ: କାର୍ଯ୍ୟରେ ସଫଳତା I ଆର୍ଥିକ ଅବସ୍ଥା ଖୁବ ଭଲ ରହିବ I କଠିନ ପରିଶ୍ରମ ର ଉତ୍ତମ ଫଳ ପାଇବେ I କାର୍ଯ୍ୟ କ୍ଷେତ୍ରରେ ଲାଭବାନ ହେବେ I

ମିଥୁନ: ଅନାବଶ୍ୟକ ବିବାଦ ରେ ଫସିବେ I ସ୍ୱାସ୍ଥ୍ୟ ଭଲ ରହିବ I ବନ୍ଧୁଦର୍ଶନ ହେଇପାରେ I କର୍ମକ୍ଷେତ୍ରରେ ସଫଳତା I ପାରିବାରିକ ସୁଖ ଲାଭ ହେବ I

କର୍କଟ: ଭାଗ୍ୟବାନ ହେବେ I ବନ୍ଧୁ ପରିଜନଙ୍କ ସହିତ ସହିତ ଭଲ ସମୟ ବିତାଇବେ I ଏକ ନୂତନ ବ୍ୟବସାୟ ଯୋଜନାରେ କାମ କରିବା ପାଇଁ ଭଲ ସମୟ I ଦିନଟି ଉତ୍ତମ ଯିବ I

ସିଂହ : ବୁଦ୍ଧି ଖଟାଇ କାର୍ଯ୍ୟ ସମାପ୍ତ କରିବେ I ବକ୍ତବ୍ୟରେ ମଧୁରତା ରହିବ, ଯେଉଁଥିପାଇଁ ତୁମର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କରେ ମଧୁରତା ରହିବ I ଘରେ ଶୁଭକାର୍ଯ୍ୟ ହେଇପାରେ I

କନ୍ୟା : ପାରିବାରିକ ଜୀବନ ହସ ଖୁସିରେ କଟିବ I ଭାଗ୍ୟବାନ ହେବେ I ଘରେ ଅତିଥିଙ୍କ ଆଗମନ ହେତୁ ଘରର ପରିବେଶ ସୁଖଦ ରହିବ I କାର୍ଯ୍ୟକ୍ଷେତ୍ରରେ ଏକ ଭଲ ଦିନ ଅତିବାହିତ ହେବ I ଆୟ ବୃଦ୍ଧି ସାଙ୍ଗକୁ ସମାଜରେ ପ୍ରତିଷ୍ଠା ବଢିବ I

ତୁଳା : ସନ୍ତାନ ସୁଖ ପାଇବେ ଇଷ୍ଟରୁ ପରାସ୍ତ ହେବେ I ଭାଗ୍ୟ ଉଜ୍ଜ୍ୱଳ ହେବ I ମନୋରଞ୍ଜନ କରିବେ I ସ୍ୱାସ୍ଥ୍ୟ ଭଲ ରହିବ I ସୁଖାଦ୍ୟ ଭୋଜନ କରିବେ I

ବିଛା: ଶୁଭ ଦିନ ଟିଏ ହେବ I ଏକ ନୂତନ ବନ୍ଧୁଙ୍କ ସାହାଯ୍ୟରେ, ତୁମେ ନିଶ୍ଚିତ ଭାବରେ ତୁମର ଯୋଜନାରେ ଆଶା କରାଯାଉଥିବା ସଫଳତା ପାଇବ I ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ରହିବ, କିନ୍ତୁ ହ ଖର୍ଚ୍ଚ ବଢିପାରେ I ସୁ ସମାଚାର ପାଇବେ I ଭଗବତ ଚିନ୍ତନ କରିବେ I ଗୁରୁଜନ ମାନଙ୍କଠାରୁ ସ୍ନେହ ପାଇବେ I

ଧନୁ : ଦିନଟି ଆରାମ ରେ କଟିବ I କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ I ଭାଗିଦାରୀ ବ୍ୟବସାୟରୁ ଭଲ ଲାଭ ପାଇବେ I ସର୍ବଦା ଚିନ୍ତାଧାରାକୁ ସକାରାତ୍ମକ ରଖନ୍ତୁ

ମକର : ଧାର୍ମିକ ବ୍ୟକ୍ତି ମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ,I ପରିବାର ରେ ଖୁସିର ମାହୋଲ ରହିବ I ଭାଗ୍ୟ ର ପୂର୍ଣ୍ଣ ସମର୍ଥନ ମିଳିବ I ବିଦ୍ୟାର୍ଥିମାନେ ପଢାପଢି ରେ ମନ ଦେବେ I

କୁମ୍ଭ: ଆଚରଣ ନମ୍ର ହେବ I ପ୍ରଶଂସନୀୟ ହେବେ I ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ I କର୍ତ୍ତବ୍ୟପରାୟଣ ହେବେ I ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସିବ I

ମୀନ : ଗୁରୁଜନ ମାନଙ୍କୁ ସମ୍ମାନ ଦେବେ I ଦିନଟି ଭଲ ଖବର ସହିତ ଆରମ୍ଭ ହେବାକୁ ଯାଉଛି I କଠିନ ପରିଶ୍ରମ ର ମଧୁର ଫଳ ପାଇବେ I ଆର୍ଥିକ ଉନ୍ନତି ସହିତ ଧନ ସଂଚୟ କରିବେ I