ଭୁବନେଶ୍ୱର, ଅଗଷ୍ଟ ୧୪, ୨୦୨୫ – ଇତିହାସ ଦର୍ପଣ ସଦୃଶ । ଭବିଷ୍ୟତର ପଥ ପ୍ରଦର୍ଶିକା । ଏକ ସଚେତନ ସମାଜ ଇତିହାସର ବିନା ଶିକ୍ଷାରେ ଆଗକୁ ବଢିପାରିବ ନାହିଁ । ଇତିହାସରୁ ଆମେ ଶିକ୍ଷା ନେବା ଉଚିତ୍ । ଆମେ ଆମର ଇତିହାସକୁ ପଢ଼ିବା ଓ ବୁଝିବା ସହ କେବେ ବି ଭୁଲିବା ଉଚିତ୍ ନୁହେଁ ବୋଲି ଗୁରୁବାର ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ ୧୯୪୭ ମସିହା ଅଗଷ୍ଟ ୧୪ରେ ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ । ସେ ସମୟର ରାଜନୀତି ଓ କୁଟନୀତିର କାରଣରୁ ଏଭଳି ଅଭାବନୀୟ ଘଟଣା ହୋଇଥିଲା । ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକ ଲୋକଙ୍କୁ ମର୍ମାହତ କରୁଛି । ତାହାର ପରିଣାମ ଆଜି ମଧ୍ୟ ଆମେ ଭୋଗୁଛୁ । ମୁଁ ମଧ୍ୟ ଦେଶର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ବେଳେ ସେହି ଆବେଗର ସ୍ପନ୍ଦନକୁ ଶୁଣିଛି ଓ ଅନୁଭବ କରିବା ପାଇଁ ଚେଷ୍ଟା କରିଛି । ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେ ଆହୁରି କହିଛନ୍ତି, ଆମେ ଯେତେବେଳେ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛୁ, ଏହି ଦିନକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ତଥା କ୍ଷତି ସହିଥିବା ପୂର୍ବଜମାନଙ୍କୁ ମନେ ପକାଇବା ଉଚିତ୍ । ଆମର ଏହି ବିଭାଜନ ବିଭୀଷିକା ସ୍ମୃତିର ଇତିହାସକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ ; ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଭାରତର ପ୍ରତିଟି ନାଗରିକମାନେ ଏହି ବିଭାଜନ କଥାକୁ ଭୁଲିବା ଉଚିତ୍ ନୁହେଁ । ଏହା ଉପରେ ଶିକ୍ଷା ଆହରଣ କରିବା ସହ ଭାରତ ଉପରେ ତା’ର ପ୍ରଭାବ କ’ଣ ପଡିଥିଲା, ସେହି ବିଷୟକୁ ପାଥେୟ କରି ଇତିହାସକୁ ବୁଝି ଆଗକୁ ବଢିଲେ ହିଁ ଆମ ଦେଶର ସ୍ୱତନ୍ତ୍ରତା ସ୍ଥାୟୀ ହୋଇ ରହିବ । ବିକଶିତ ଭାରତର ମାର୍ଗ ମଧ୍ୟ ପ୍ରଶସ୍ତ କରିପାରିବା ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ, ୧ ନମ୍ବର ମାର୍କେଟ୍, ନରୁଲା କ୍ଲଥଷ୍ଟୋର୍, ହଂସ ପରିବାରର ସୁନା ଦୋକାନର ଇତିହାସ ଜାଣିବା ପାଇଁ ମଧ୍ୟ ଯୁବ ସମାଜକୁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦେଶରେ ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିବିଶେଷମାନଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।
generique kamagra pharmacie au rabais nouveau brunswick
acheter kamagra dans une pharmacie américaine sans ordonnance
how to order enclomiphene generic uk
online order enclomiphene buy dublin
order androxal generic uk buy
how to buy androxal australia where to buy
get dutasteride generic cheap
cheapest buy dutasteride generic alternatives
how to order flexeril cyclobenzaprine price on prescription
buy cheap flexeril cyclobenzaprine mastercard buy
purchase fildena overnight no rx
order fildena cheap melbourne
get gabapentin price canada
cheap gabapentin without prescriptions canada
ordering itraconazole generic good
get itraconazole generic uk next day delivery
order staxyn where to purchase
reputable canadian pharmacies for staxyn
how to get womens avodart and how much is it
purchase avodart generic effectiveness
online order rifaximin usa cheap
how to buy rifaximin generic london
cheap xifaxan canada purchase
purchase xifaxan generic uk
kamagra americká expresní kanada
kamagra žádní lékaři nekonzultují