ଅନଲାଇନ୍ ରେ ହେବ ବୈଦ୍ୟୁତିକ ଲାଇସେନ୍ସ ଆବେଦନ ଓ ନବୀକରଣ

ଆଜି ଶକ୍ତି ବିଭାଗର ଅନଲାଇନ୍ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ବାଣିଜ୍ୟିକ ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ । ଡିଜିଟାଲ ରୂପାନ୍ତରଣରେ ଲୋକଙ୍କୁ ଶସକ୍ତ କରିବାକୁ ଲକ୍ଷ୍ୟ ।ଲୋକଙ୍କ ହାତପାହାନ୍ତାରେ ସମସ୍ତ ସେବା ପହଞ୍ଚାଇବ ଶକ୍ତି ବିଭାଗ I କାର୍ଯ୍ୟକ୍ଷମ ହେଲା ଶକ୍ତି ବିଭାଗର ୯ଟି ଅନଲାଇନ୍ ସେବା । ଏଣିକି ବୈଦ୍ୟୁତିକ ଲାଇସେନ୍ସ ଆବେଦନ ଓ ନବୀକରଣ ଅନଲାଇନରେ ହେବ ।

Comments (0)
Add Comment