ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ଦାୟିତ୍ବ ଦେଲେ ରାଜ୍ୟ ସରକାର, ଏସ୍‌ଟିଏଫ୍‌ (ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି

ପୂର୍ବତନ ଡିଜିପି  ଅଭୟଙ୍କୁ ନୂଆ ଦାୟିତ୍ବ ଦେଲେ ରାଜ୍ୟ ସରକାର, ଏସ୍‌ଟିଏଫ୍‌ (ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାର୍କୋଟିକ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଡିଜିପି ଅଭୟ । ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବେ ଅଭୟ । ଅ ପୂର୍ବରୁ ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋସଲ ବ୍ୟୁରୋ ଅଧ୍ୟକ୍ଷ ମଧ୍ୟ ଥିଲେ ଅଭୟ । ଆଜି ଓଡିଶା ଡିଜିପି ଭାବେ ଅଭୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ତେବେ ତାଙ୍କ ଜାଗାରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ଡିଜିପି ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବତନ ଡିଜିପି ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ସୂନୀଲ ବଂଶଲ ।

Comments (0)
Add Comment