ଘୋଷଣା ହେଲା ବିଜେଡିର ପ୍ରାର୍ଥୀ ତାଲିକା, ଚିଲିକାରୁ ରଘୁନାଥ, କେନ୍ଦ୍ରାପଡାରୁ ଗଣେଶ୍ବର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ଚିଲିକାରୁ ରଘୁନାଥ ସାହୁ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟମାନେ ହେଲେ ଚିଲିକା- ରଘୁନାଥ ସାହୁ, ଆନନ୍ଦପୁର- ଅଭିମନ୍ୟୁ ସେଠୀ, ସାରସକଣା-ଦେବାଶିଷ ମାରାଣ୍ଡି, କରଞ୍ଜିଆ- ବାସନ୍ତି ହେମ୍ବ୍ରମ, ରେମୁଣା- ବିଦୁସ୍ମିତା ମହାଲିକ, ସିମୁଳିଆ- ସୁଭାଶିନୀ ସାହୁ, ବଡଚଣା- ବର୍ଷା ପ୍ରିୟଦର୍ଶିନୀ, କେନ୍ଦ୍ରାପଡା-ଗଣେଶ୍ବର ବେହେରା ଓ ଚମ୍ପୁଆ- ସନାତନ ମାହାକୁଡ। 

Raghunath from ChilikaThe list of BJ candidates was announced
Comments (0)
Add Comment