ବିଧାନ ସଭା ର ସପ୍ତମ ଦିନ ରେ ଗୃହ ଚାଲି ପାରିଲା ନାହିଁ

ବିଧାନ ସଭା ଗୃହ ମଧ୍ୟ ରେ କଂଗ୍ରେସ ବିଧାୟକ,ବି.ଜେ.ଡ଼ି ବିଧାୟକ,ବି.ଜେ.ପି ବିଧାୟକ ମାନେ ବିଧାନ ସଭା କାର୍ଯ୍ୟ କ୍ରମ କୁ ବନ୍ଧ କରି ଥିଲେ , ବି.ଜେ.ଡ଼ି ବିଧାୟକ ତୈଳ ଦର ବୃଦ୍ଧି ,ବେକାର ସମସ୍ୟା କୁ ଦୂର କରିବା ,ଜିନିଷ ପତ୍ର ର ଅଧିକ ଦାମ କମାଇବା ,ର ସମାଧାନ କେନ୍ଦ୍ର ସରକାର ନ କରିବା ଯୋଗୁ ବିଧାନ ସଭା ଭିତରେ ଗାଗଣ୍ଡଗୋଳ କରି ଥଲେ , ବି.ଜେ.ପି ବିଧାୟକ ମାନେ ବିଧାନ ସଭା ଭୀତ ରେ ମୋମିତା କୁ ନ୍ୟାୟ,ଦେବା ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ସି.ବି.ଆଇ କୁ ତଦନ୍ତ କରିବା କୁ ନିର୍ଦେଶ ଦେଇ ବିଧାନ ସଭା କୁ ଆସନ୍ତୁ ,ଚାଷୀ ମାନଙ୍କ ସମେତ ବହୁ ସମସ୍ୟା କୁ ଆଲୋଚନା କରିବା ପାଇଁ ଆସନ୍ତୁ ,କଂଗ୍ରେସ ବିଧାୟ କା ମାନେ ମଧ୍ୟ ମୋମିତା କୁ ନ୍ୟାୟ,ଦେବା ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ସି.ବି.ଆଇ କୁ ତଦନ୍ତ କରିବା କୁ ନିର୍ଦେଶ ଦେଇ ବିଧାନ ସଭା କୁ ଆସନ୍ତୁ ,ଚାଷୀ ମାନଙ୍କ ସମେତ ବହୁ ସମସ୍ୟା କୁ ଆଲୋଚନା କରିବା ପାଇଁ ଆସନ୍ତୁ ନାରା ଦେଇ ବିଧାନ ସଭା କୁ ବନ୍ଧ କରି ଦେଇଥିଲେ .

Comments (0)
Add Comment