ବନ୍ୟା ଆସୁ ଆସୁ ଭୁଶୁଡ଼ିଗଲା ପଥର ପ୍ୟାକିଂ

ପୁରୀ ଜିଲ୍ଲା ବଲଙ୍ଗା ଜଳସଂପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀ ର ପଥର ବନ୍ଧ କାମ ହେବା ର ୬ ମାସ ଭିତରେ ଭୁଶୁଡି ପଡିଛି I ପ୍ରଥମ ବନ୍ୟା ଜଳ ଆସୁ ଆସୁ ଭୁଶୁଡ଼ି ପଡ଼ିଥିବାରୁ ଏହାର ତଦନ୍ତ ସହିତ ପୁଣି ଥରେ କାମ ପାଇଁ ଲୋକେ ଦାବି କରିଛନ୍ତି । ସେପଟେ ଖୁବ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ।ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି, କେନାଲ ପାଣି ଝର ଯୋଗୁ ମାଟି ଖସିଛି। ତୁରନ୍ତ କାମ ଆରମ୍ଭ ହେବ।

Comments (0)
Add Comment