ବିରୋଧୀଙ୍କ ଆଚରଣ ଉଚ୍ଚାରଣ ଠିକ ନୁହେଁ, ବିରୋଧୀ ଦଳ ଗଠନ ମୂଳକ ପରାମର୍ଶ ଦେଉ : ମନମୋହନ

ବିରୋଧୀଙ୍କ ଆଚରଣ ଉଚ୍ଚାରଣ ଠିକ ନୁହେଁ, ବିରୋଧୀ ଦଳ ଗଠନ ମୂଳକ ପରାମର୍ଶ ଦେଉ : ମନମୋହନ

ଭୁବନେଶ୍ୱର : ବିରୋଧୀଙ୍କ ଆଚରଣ ଉଚ୍ଚାରଣ ଠିକ ନୁହେଁ । ବିଧାନସଭାର ମର୍ଯ୍ୟାଦାକୁ ନଜରରେ ରଖି କାମ କରିବା ଉଚିତ। ବାଚସ୍ପତିଙ୍କ ପ୍ରତି କରାଯାଉଥିବା ବ୍ୟବହାର ଠିକ ନୁହେଁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେପି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ବିଶ୍ବାସ କରେ। ଇସ୍ୟୁ ନଥାଇ ଇସ୍ୟୁ କରାଯାଉଛି। ଓଡ଼ିଶାବାସୀଙ୍କ ଜନମତକୁ ସ୍ବିକାର କରିବା ଉଚିତ। ବିରୋଧୀ ଆତ୍ମସମୀକ୍ଷା କରିବା ଉଚିତ। ବିରୋଧୀ ଦଳ ଗଠନ ମୂଳକ ପରାମର୍ଶ ଦେଉ । ଦାୟିତ୍ବ ସମ୍ପନ୍ନ ବିରୋଧୀ ଦଳର ଭୂମିକା ନିଭାନ୍ତୁ ବୋଲି ମନମୋହନ କହିଛନ୍ତି।

The behavior of the opposition is not correct