ରଣପୁରରୁ ଜିତିଲେ ସୁରମା

ଭୁବନେଶ୍ବର: ରଣପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସୁରମା ପାଢି ବହୁ ଭୋଟ ଆସନରେ ବିଜୟ ଲାଭ କରିଛନ୍ତି । ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଶେଷରେ ସୁରମା ବିଜୟର ବାନା ଉଡ଼ାଇଛନ୍ତି।  ତେବେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍ମର ଦେଇ ସୁରମା ବହୁ ଭୋଟରେ ଜିତିଛନ୍ତି।