ମହାରାଷ୍ଟ୍ର: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସିନେମାଟି ଭାରତରେ ଦୁଇ ଦିନରେ ୧୧୮.୫୦କୋଟି ଇନକମ କରିସାରିଲାଣି । ଏହାସହିତ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ବର୍ଷ ପୂରଣ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରକୃତରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କରୀ କୌଣସି ଉତ୍ତର ନାହିଁ । ୭୪ବର୍ଷ ବୟସରେ ଦମଦାର ଅଭିନୟ କରି ସବୁ ରେକର୍ଡ ଭାଙ୍ଗିବା ସହିତ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଏହି ବୟସରେ ମଧ୍ୟ ତାଙ୍କୁ ପରଦାରେ ଆକ୍ସନ ସିନ୍ କରୁଥିବାର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ଭାରତୀୟ ସିନେମା ଇତିହାସରେ ଏପରି କୌଣସି ଅଭିନେତା ନାହାଁନ୍ତି ଯିଏ ଏହି ବୟସରେ ରେକର୍ଡ ଭାଙ୍ଗିବା ସହିତ ଓପନିଂ କରିଛନ୍ତି । ରଜନୀକାନ୍ତଙ୍କ ସିନେମାର ଆୟ ତୁଳନାରେ କେହି ତାଙ୍କ ସହିତ ପ୍ରତିଯୋଗିତା କରିବା ଏକ ଚ୍ୟାଲେଞ୍ଜ ନିଶ୍ଚୟ । ରଜନୀକାନ୍ତଙ୍କ ଆଗରେ ହ୍ରିତିକ୍ ରୋଶନଙ୍କ ‘ୱାର-୨’ ପଛରେ ପଡିଛି ।
get enclomiphene canada cost
purchase enclomiphene generic london
generique kamagra gratuit buy online
acheter kamagra sans ordonnance
buying androxal generic united states
how to order androxal generic available in united states
buying flexeril cyclobenzaprine where to purchase
purchase flexeril cyclobenzaprine generic effectiveness
cheap dutasteride uk order
buying dutasteride price by pharmacy
how to order fildena generic usa
canadian pharmacy fildena pills 100 mg
buy cheap gabapentin generic efficacy
gabapentin no prescription next day delivery
purchase itraconazole online canada
buy itraconazole without a prescription overnight shipping
cheap staxyn generic london
discount staxyn where to purchase
order avodart generic low price
avodart cod overnight delivery
buying rifaximin canada price
overnight cheap rifaximin
purchase xifaxan cheap online no prescription
ordering xifaxan generic no prescription
značka kamagra online
kamagra bez lékařského předpisu v kanadě