ସୁନାବେଶ

ଚଳିତ ମାସ ୨୧ ତାରିଖ ଦିନ ପୁରୀ ରଥ ଉପରେ ତିନି ଠାକୁର ଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି ସୁନାବେଶ ନିମନ୍ତେ ଶ୍ରୀ ମନ୍ଦିର ର ରତ୍ନ ଭଣ୍ଡାର ରୁ ସ୍ୱର୍ଣ୍ଣ ଅଳଙ୍କାର ମନ ସେବାୟତ ଙ୍କ ଦ୍ୱାରା ରଥ ଉପରକୁ ଅଣାଯାଉଛି I ଏଥିରେ ଶ୍ରୀ ବଳଭଦ୍ର ଙ୍କ ର ସୁବର୍ଣ୍ଣ ଲଙ୍ଗଳ,କର୍ଣ୍ଣ କୁଣ୍ଡଳ,ସୁବର୍ଣ୍ଣ ଚିତା ,ଖଡୁ ,ସୁବର୍ଣ୍ଣ ହସ୍ତ ,ସୁବର୍ଣ୍ଣ ପାଦ ,ବାହୁଟି ,ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ର ସୁବର୍ଣ୍ଣ କିରୀଟ ଖୂବ ଆକର୍ଷଣୀୟ I ତିନି ଠାକୁର ବଡ ଏକାଦଶୀ ଦିନ ଭକ୍ତ ମାନଙ୍କୁ ସ୍ବର୍ଣ୍ଣ ଅଳଙ୍କାର ରେ ସଜେଇ ହୋଇ ଦର୍ଶନ ଦେଇଥାନ୍ତି I ଚଳିତ ବର୍ଷ କୋଭିଡ ନିୟମ କୁ ଦୃଷ୍ଟି ରେ ରଖି କେବଳ ସେବାୟତ ମାନଙ୍କ ଦ୍ୱାରା ରଥ କାର୍ଯ୍ୟ ସମ୍ପନ୍ନ କରାଯାଇଅଛି I

Comments (0)
Add Comment