ସିନ୍ଧୁ ପରାସ୍ତ

ଭାରତ ର ସଟଲ ଷ୍ଟାର ପିଭି ସିନ୍ଧୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାକୁ ନିରାଶ ହୋଇଛନ୍ତି । ଆଜି ସେ ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି।

Comments (0)
Add Comment