ସ୍ୱାଧୀନତା ର ବାର୍ତା ଦେଲେ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ

ଭାରତ କୁ ସ୍ୱାଧୀନ ହେବାର ୭୪ ବର୍ଷ ବିତି ଯାଇଛି ଇ ସ୍ୱାଧୀନତା ର ଉତ୍ସବ କୁ ସାରା ଦେଶ ବହୁତ ଉତ୍କଣ୍ଠା ର ସହିତ ପାଳନ କରୁଛି Iଏହି ପରିପ୍ରେକ୍ଷୀ ରେ ବଲିଉଡ ଅଭିନେତା ମାନେ ମଧ୍ୟ ଦେଶ ବାସୀ ଙ୍କୁ ଶୁଭକାମନା ଜଣାଇଛନ୍ତି I ବର୍ଷିଆନ ଅଭିନେତା ଅମିତାଭ ବଚ୍ଚନ ଗତକାଲି ରାତି ୧୨ ତା ପରେ ନିଜ ଇନ୍ଷ୍ଟଗ୍ରାମ ରେ ଏକ ସ୍କେଚ କରି ଲେଖିଛନ୍ତି “ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭକାମନା ,ସୁଖ ,ଶାନ୍ତି ,ସମୃଦ୍ଧି ସହିତ ସର୍ବଦା ସୁସ୍ଥ ରୁହନ୍ତୁ” I ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ରେ ମଧ୍ୟ ତ୍ରିରଙ୍ଗା ପତାକା କୁ ସଲାମ କରି ଏକ ଫୋଟୋ ସେୟାର କରିଛନ୍ତି I ଲୋକ ମାନେ ମଧ୍ୟ ତାଙ୍କୁ ଶୁଭକାମନା ବାର୍ତା ଜଣାଇଛନ୍ତି I

Comments (0)
Add Comment