ବାଲୁକା ଶିଳ୍ପୀ ଙ୍କ ସଚେତନତା ବାର୍ତା

ବାଲୁକା ଶିଳ୍ପୀ ଶ୍ରୀ ସୁବଳ ମହାରଣା ପୁରୀ ବେଳାଭୂମି ରେ ତାଙ୍କ ବାଲୁକା ଶିଳ୍ପ ମାଧ୍ୟମ ରେ ଜନସମାଜ କୁ ଡେଙ୍ଗୁ ଓ କରୋନା ର ନିଆରା ସଚେତନତା ବାର୍ତା ଦେଇଛନ୍ତି Iସୁବଳ ମହାରଣା ତାଙ୍କ ବାଲୁକା ଶିଳ୍ପ ମାଧ୍ୟମ ରେ ଜନସମାଜ କୁ ଡେଙ୍ଗୁ ଓ କରୋନା ର ନିଆରା ସଚେତନତା ବାର୍ତା ଦେଇଛନ୍ତି I

Comments (0)
Add Comment