ରୌପ୍ୟ ସହ ଚମକିଲେ ରବି

ଟୋକିଓ ଅଲିମ୍ପିକ ରେ ରବି ଦାହିଆ ରୌପ୍ୟ ପଦକ ପକ୍କା କଲେ I ୭ ପଏଣ୍ଟ ରେ ପଛୁଆ ରହି ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି I ଏହା ସହିତ ଭାରତ ୪ର୍ଥ ପଦକ ହାସଲ କରିଛି ଇ ଶୁଶିଲ କୁମାର ଙ୍କ ପରେ କୁସ୍ତି ରେ ସୀଲବେର ପଦକ ଜିତିବାରେ ରବି ହେଉଛନ୍ତି ୨ୟ ଭାରତୀୟ I ଏହା ସହିତ ଫାଇନାଲ ରେ ସ୍ଵର୍ଣ ଜିତି ପଦକ ର ରଙ୍ଗ ବଦଳେଇ ପାରନ୍ତି Iସେମି ଫାଇନାଲରେର କାଜାକସ୍ତାନର ନୁରିସ୍ଲାମକୁ ହରାଇ ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ରବି ଦାହିଆ ଉନ୍ନୀତ ହୋଇଛନ୍ତି ।

Comments (0)
Add Comment