ପୋଲିସ ଗଠନ କଲା ‘ଟ୍ରାଏଲ ମନିଟରିଂ ୟୁନିଟ୍’

ପେଷାଦାର ଅପରାଧୀ ଙ୍କ ଖସିବାର ବାଟ ବନ୍ଦ କରିବ ‘ଟ୍ରାଏଲ ମନିଟରିଂ ୟୁନିଟ୍’ ଇ ଫଳରେ ପୂର୍ବରୁ ସରକାରୀ ଓକିଲଙ୍କ ସହ ସମନ୍ୱୟର ଅଭାବ ରହିବା ସହ ଠିକ୍ ସମୟରେ ତଥ୍ୟ ପ୍ରମାଣ ଦାଖଲ ହୋଇପାରୁନଥିଲା ।ଏହି କାରଣ ରୀ ଅନେକ କାରଣରୁ ସାକ୍ଷୀମାନେ ପ୍ରଭାବିତ ହେଉଥିଲେ । ପ୍ରାୟ ସମୟରେ ଯୋଜନାବଦ୍ଧ ଭାବେ ପରିସ୍ଥିତି ସୃଷ୍ଟି କରି ଦଣ୍ଡାଦେଶରୁ ଖସିଯାଉଥିଲେ ଅନେକ ପୋଷାଦାର ଅପରାଧୀ । ତେବେ ଏଣିକି ଆଉ ସେଭଳି ଘଟିବ ନାହିଁ । କଟକ କମିଶନରେଟ୍ ପୋଲିସ ଗଠନ କରିଛି ‘ଟ୍ରାଏଲ ମନିଟରିଂ ୟୁନିଟ୍’ ।

Comments (0)
Add Comment