ଡି ବଦ୍ରସଙ୍କ ର ଅନ୍ୟତମ ସହଯୋଗୀ ରାୟଗଡା ରୁ ଗିରଫ

ଡି ବଦ୍ରସଙ୍କ ର ଅନ୍ୟତମ ସହଯୋଗୀ ତଥା ବହୁ ଚର୍ଚ୍ଚିତ ଓମ୍ ଦୀପୁ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି କମିଶନରେଟ ପୋଲିସ । । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗିରଫ ଅଭିଯୁକ୍ତ ଜଣକ ପ୍ରଦୀପ କୁମାର ସାହୁ ଓରଫ ଦିଲୁ । ଓମ୍ ଦିପୁ ହତ୍ୟାକାଣ୍ଡ ଘଟଣା ପରଠାରୁ ଫେରାର ଥିଲା । ଗିରଫ ବେଳେ ଅଭିଯୁକ୍ତ ପାଖରୁ ବନ୍ଧୁକ ଗୁଳି ମୋବାଇଲ ଜବତ କରିଛି ପୋଲିସ ।

Comments (0)
Add Comment