ଭାରତକୁ ଆସୁଥିବା ବିଦେଶୀ ଙ୍କ ପାଇଁ ଆରଟି -ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭାରତକୁ ଆସୁଥିବା ବିଦେଶୀ ଙ୍କ ପାଇଁ ସରକାର କୋଭିଡ କଟକଣା ଜାରି କରିଛନ୍ତି I ବୁଧୁବାର ଜାରି ହୋଇଥିବା ନୂତନ କଟକଣା ଅନୁଯାୟୀ ପ୍ରତ୍ୟକ ବିଦେଶୀ ଆଗନ୍ତୁକ ଙ୍କ ପାଇଁ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟି -ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଇହ ସହିତ ଆସିଥିବା ବିଦେଶୀଙ୍କୁ ଏୟାର ପୋର୍ଟାଲରେ ନିଜ ଆତ୍ମଘୋଷୋଣାମ ଦେବାକୁ ପଡିବ I ଏହି ଘୋଷଣାନାମା ରେ ଆଗନ୍ତୁକ ନିଜର ଆରଟି -ପିସିଆର ନେଗେଟିଭ ରିପୋର୍ଟ ଅପଲୋଡ଼ କରିବେ ଇଥିପାଇଁ ଏୟାର ଲାଇନ୍ସ କମ୍ପାନୀ ଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଇହି ନିୟମ ପ୍ରତ୍ୟକ ବିଦେଶୀଙ୍କ କ୍ଷେତ୍ରରେ ଲାଗୁ ହେବ Iଏ ପରିକି ଡବଲଡୋଜ ଟୀକା ନେଇଥିବା ବ୍ୟକ୍ତି ମାନେ ମଧ୍ୟ ଏହି ନିୟମ ଅନ୍ତର୍ଭୁକ୍ତ ହେବେ I ଏବଂ ଏହା ସହିତ ନିଜର ଟୀକା ପ୍ରମାଣ ପତ୍ର ଦେଖେଇବାକୁ ପଡିବ I ଏହା ସହ ସେମାନେ ୧୪ ଦିନ ପାଇଁ ନିଜର ସ୍ୱାସ୍ଥ୍ୟ ଅନୁଧ୍ୟାନ କରିବେ I କିନ୍ତୁ ଯେଉଁ ମାନେ ଡବଲଡୋଜ ନେଇ ନଥିବେ ସେମାନଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯିବ I ଏହା ସହିତ ସେମାଙ୍କୁ ୭ ଦିନ ସଙ୍ଗରୋଧ ରେ ରହିବାକୁ ପଡିବ I

Comments (0)
Add Comment