ରାଜ୍ୟରେ କରୋନା ପଜିଟିଭ୍ ୧୦୦୦ ଉପରେ ଚିହ୍ନଟ

ରାଜ୍ୟରେ କରୋନା ଏ ପର୍ଯ୍ୟନ୍ତ ଥମି ନାହିଁ , ଗତ ୨୪ ଘଣ୍ଟାରେ ୧୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୫୯ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩୬୬କୁ ବୃଦ୍ଧି ପାଇଛି

Comments (0)
Add Comment