ମାଷ୍ଟର କ୍ୟାଣ୍ଟିନ ଛକ ରେ ଗଣ୍ଡଗୋଳ ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

ମାଷ୍ଟର କ୍ୟାଣ୍ଟିନ ଛକ ରେ ଗଣ୍ଡଗୋଳ ପରେ ପୋଲିସ ଦୁର୍ବୁତ୍ତ ଙ୍କ ଆଡ୍ଡାସ୍ଥଳୀ ରେ ଚଢ଼ାଉ କରି ମୋଟର ସାଇକେଲ କୁ ପୋଲିସ ଟେକି ନେଲେ ଏବଂ ଦୁର୍ବୁତ୍ତ ଙ୍କ କବ୍ଜା ରେ ଥିବା କ୍ୟାବିନ କୁ ଭାଙ୍ଗି ଦେଉଛନ୍ତି I

Comments (0)
Add Comment